ଭୁବନେଶ୍ୱର: ଖଣ୍ଡପଡ଼ା ବିଧାନସଭା ଆସନର ବିଜୁ ଜନତା ଦଳ ପ୍ରାର୍ଥୀ ସୌମ୍ୟରଂଜନ ପଟ୍ଟନାୟକଙ୍କର ପ୍ରାର୍ଥୀ ପତ୍ର କାଏମ୍‌ ରହିଛି। ଆଜି ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ଏହା ଜଣାପଡ଼ିଛି।

Advertisment

ରାଜ୍ୟସଭା ସଦସ୍ୟ ତଥା ‘ସମ୍ବାଦ’ ସଂପାଦକ ଶ୍ରୀ ପଟ୍ଟନାୟକ ଏଥର ଖଣ୍ଡପଡ଼ାରୁ ବିଜୁ ଜନତା ଦଳ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ଗତକାଲି ଶ୍ରୀ ପଟ୍ଟନାୟକ ନୟାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତାଙ୍କ ସହିତ ଖଣ୍ଡପଡ଼ା ବିଧାୟକ ଅନୁଭବ ପଟ୍ଟନାୟକ ଉପସ୍ଥିତ ଥିଲେ।