ଭୁବନେଶ୍ବର :ପୌର ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ କରିବାର ଆଜି ଥିଲା ଶେଷ ଦିବସ । ଶେଷ ଦିନରେ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ମୋଟ ୪୫୪୧ଟି ମନୋନୟନ ପତ୍ର ଦାଖଲ ହୋଇଛି । ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ଆଜି ମୋଟ ୫୦୪ଟି ମନୋନୟନ ପତ୍ର ଦାଖଲ କରାଯାଇଛି ।
ଏହାକୁ ମିଶାଇ ଗତ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ କାଉନସିଲର ଓ କର୍ପୋରେଟର ପଦବୀ ପାଇଁ ମୋଟ ୬୪୫୯ଟି ମନୋନୟନ ପତ୍ର ଦାଖଲ ହୋଇଛି । ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ଆଜି ମୋଟ ୬୯୩ଟି ମନୋନୟନ ପତ୍ର ଦାଖଲ କରାଯାଇଛି ବୋଲି ରାଜ୍ୟ ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/vote-final-fff.jpg)