ଝାରସୁଗୁଡ଼ା : ବଡ଼ମାଳ ଥାନା ସମ୍ମୁଖ ବିଜୁ ଏକ୍ସପ୍ରେସ ୱେରେ ଯାନବାହନ ଯାଞ୍ଚ କରୁଥିବା ବେଳେ ପୁଲିସ୍ ଏକ କାର ଭିତରୁ ଅଢ଼େଇ ଲକ୍ଷ ଟଙ୍କା ଜବତ କରିଛି। ଅଟକ ଇନୋଭା କାର୍ର ନମ୍ବର ସିଜି ୧୧ଏଏନ ୨୪୦୬ ରହିଛି। ଜବତ ହୋଇଥିବା ଟଙ୍କା ସବୁ ୫୦୦ ଟଙ୍କିଆ ରହିଛି। ଏନେଇ ଅଧିକ ତଦନ୍ତ ଜାରି ଚାଲିଥିବା ଆଇଆଇସି ଅଭିତାଭ ପଣ୍ଡା ପ୍ରକାଶ କରିଛନ୍ତି। ଟଙ୍କା ନେଇ ଯାଉଥିବା ଛତିଶଗଡ଼ ଚାମ୍ପାର ଅରବିନ୍ଦ ଅଗ୍ରୱାଲଙ୍କୁ ଅଟକ ରଖାଯାଇଛି।
ଅଢ଼େଇ ଲକ୍ଷ ଜବତ
/sambad/media/post_attachments/wp-content/uploads/2019/03/sei.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)