ଭୁବନେଶ୍ୱର: ଯୁକ୍ତ ୩ ପ୍ରଥମ ବର୍ଷରେ ସ୍ପଟ୍‌ ଆଡମିଶନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଡିଗ୍ରୀ କଲେଜରେ ଖାଲିଥିବା ସିଟ୍‌ ନେଇ ନଭେମ୍ବର ୯ ତାରିଖରେ ୱେବ୍‌ସାଇଟ୍‌ରେ ସୂଚନା ପ୍ରଦାନ କରାଯିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Advertisment

publive-image

ବିଜ୍ଞପ୍ତି ଅନୁସାରେ ନଭେମ୍ବର ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଆବେଦନପତ୍ର ଗୁଡ଼ିକ ନିଦ୍ଧିଷ୍ଟ ସ୍ଥାନରେ ରଖାଯାଇଥିବା ଡ୍ରପ୍‌ ବକ୍ସରେ ପକାଯାଇପାରିବ। ନାମଲେଖା ପାଇଁ ୧୭ ତାରିଖରେ ଚୟନ ତାଲିକା ପ୍ରକାଶ ପାଇବ। ୨୧ ତାରିଖରେ ଆଡମିଶନ ଫି’ ଦାଖଲ କରାଯାଇପାରିବ ଏବଂ ୨୩ ତାରିଖରେ ଆଡମିଶନ ଡାଟା ଅପ୍‌ଡେଟ୍‌ ହେବ।

publive-image