ପାଣି ପାଗ ବିଭାଗ ସୂଚନା,ଏଣିକି ଶୁଖିଲା ପାଗ

ଭୁବନେଶ୍ବର: ଏଣିକି ପାଗ ଶୁଖିଲା ରହିବ। ଆସନ୍ତା ତିନି ଦିନ ଧରି ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ନ ହେଲେ ଉତ୍ତର ଓଡ଼ିଶା ସମେତ ସାରା ରାଜ୍ୟ‌ରେ ପାଗ ଖରାଟିଆ ରହିବ। ନଭେମ୍ବର ୨ ବେଳକୁ ପାଗରେ ସାମାନ୍ୟ ପରିବର୍ତନ ଆସିବ। ରାତିର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିବ। ଗତ ରାତିରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ‌ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର