‘ନୃତ୍ୟନିପୂଣା’ ବାର୍ଷିକୋତ୍ସବ ଲାଗି ବିଭିନ୍ନ ପ୍ରତିଯୋଗିତା

ଭୁବନେଶ୍ୱର : ନୃତ୍ୟ ଓ କଳା ଶିକ୍ଷାନୁଷ୍ଠାନ ନୃତ୍ୟନିପୂଣାର ବାର୍ଷିକୋତ୍ସବ ନିମନ୍ତେ ମାର୍ଚ୍ଚ ୪, ୧୦ ଓ ୧୧ ତାରିଖରେ ଛାତଛାତ୍ରୀ ଓ ମହିଳାମାନଙ୍କ ପାଇଁ ଚିତ୍ରାଙ୍କନ, ସଂଗୀତ, ଓଡ଼ିଶୀ ନୃତ୍ୟ, ଶଙ୍ଖ ହୁଳହୁଳି, ମୁରୁଜ, ନୃତ୍ୟ, ଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏଥିରେ ଅଂଶଗ୍ରହଣ ନିମନ୍ତେ ନାମ ପଞ୍ଜୀକରଣ କରିବାକୁ ଏବଂ ଅଧିକ ବିବରଣୀ ନିମନ୍ତେ ମୋବାଇଲ ନମ୍ବର ୯୪୩୭୨୭୮୮୫୧ କିମ୍ବା ୮୩୨୮୮୭୭୬୨୩ରେ ଯୋଗାଯୋଗ କରିବାକୁ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର