ନିର୍ବାଚନ ମଣ୍ଡଳୀ ସଦସ୍ୟ ଦଳ
ଅନୁଗୁଳ : ବଡ଼କୁମାର ପ୍ରତାପ ଗଙ୍ଗଦେବ - କଂଗ୍ରେସ
ବାେଲଶ୍ୱର : ଭାଗବତ ସାହୁ - କଂଗ୍ରେସ
ବ୍ରହ୍ମପୁର : ରଚକୋଣ୍ଡା ଜଗନ୍ନାଥ ରାଓ - କଂଗ୍ରେସ (ଆଇ)
ଭଦ୍ରକ (ସଂ) : କାହ୍ନୁ ଚରଣ ଜେନା - କଂଗ୍ରେସ
ଭଞ୍ଜନଗର : ଅନନ୍ତ ତ୍ରିପାଠୀ ଶର୍ମା - କଂଗ୍ରେସ
ମୋହନ ନାୟକ - କଂଗ୍ରେସ
ଭୁବନେଶ୍ୱର : ଚିନ୍ତାମଣି ପାଣିଗ୍ରାହୀ - କଂଗ୍ରେସ (ଆଇ)
ଡଃ ନୃସିଂହ ଚରଣ ସାମନ୍ତସିଂହାର - କଂଗ୍ରେସ
କଟକ : ନିତ୍ୟାନନ୍ଦ କାନୁନଗୋ - କଂଗ୍ରେସ
ଗଞ୍ଜାମ : ଉମା ଚରଣ ପଟ୍ଟନାୟକ - ସ୍ୱାଧୀନ
କଳାହାଣ୍ଡି : ବିଜୟ ଚନ୍ଦ୍ର ପ୍ରଧାନ - ଗଣତନ୍ତ୍ର ପରିଷଦ
ପ୍ରତାପ କେଶରୀ ଦେଓ - ସ୍ୱାଧୀନ
କେନ୍ଦ୍ରାପଡ଼ା : ବୈଷ୍ଣବ ଚରଣ ମଲ୍ଲିକ - ପିଏସ୍ପି
ସୁରେନ୍ଦ୍ର ମହାନ୍ତି ଉତ୍କଳ - କଂଗ୍ରେସ
ସୁରେନ୍ଦ୍ରନାଥ ଦ୍ୱିବେଦୀ - ପିଏସ୍ପି
କେନ୍ଦୁଝର (ସଂ) : ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ - କଂଗ୍ରେସ
କୋରାପୁଟ (ସଂ) : ତୋୟକା ସଂଗନ୍ନା - କଂଗ୍ରେସ
ମୟୂରଭଞ୍ଜ (ସଂ): ରାମ ଚନ୍ଦ୍ର ମାଝୀ - ଝାଡ଼ଖଣ୍ଡ ପାଟିଁ
ସମ୍ବଲପୁର : ବନମାଳି କୁମ୍ଭାର - ଗଣତନ୍ତ୍ର ପରିଷଦ
ଶ୍ରଦ୍ଦାକର ସୁପକାର - କଂଗ୍ରେସ
ସୁନ୍ଦରଗଡ଼ : କାେଲା ଚନ୍ଦ୍ରମଣି - ଗଣତନ୍ତ୍ର ପରିଷଦ
ତୃତୀୟ ଲୋକସଭା (୧୯୬୨): ଓଡ଼ିଶାରୁ ନିର୍ବାଚିତ ସାଂସଦ ତାଲିକା
ନିର୍ବାଚନ ମଣ୍ଡଳୀ ସଦସ୍ୟ ଦଳ
ଅନୁଗୁଳ : ହରେକୃଷ୍ଣ ମହତାବ - କଂଗ୍ରେସ
ବାେଲଶ୍ୱର : ଗୋକୁଳାନନ୍ଦ ମହାନ୍ତି - କଂଗ୍ରେସ
ବ୍ରହ୍ମପୁର : ରଚକୋଣ୍ଡା ଜଗନ୍ନାଥ ରାଓ - କଂଗ୍ରେସ (ଆଇ)
ଭଦ୍ରକ (ସଂ) : କାହ୍ନୁ ଚରଣ ଜେନା - କଂଗ୍ରେସ
ଭଞ୍ଜନଗର : ଅନନ୍ତ ତ୍ରିପାଠୀ ଶର୍ମା - କଂଗ୍ରେସ
ମୋହନ ନାୟକ - କଂଗ୍ରେସ
ଭୁବନେଶ୍ୱର : ରାଜ ପୂର୍ଣ୍ଣ ଚନ୍ଦ୍ର ଦେଓ ଭଞ୍ଜ - କଂଗ୍ରେସ
ବୋଲାଙ୍ଗିର : ହୃଷିକେଶ ମହାନନ୍ଦ - ସ୍ୱତନ୍ତ୍ର ପାର୍ଟି
କଟକ : ନିତ୍ୟାନନ୍ଦ କାନୁନଗୋ - କଂଗ୍ରେସ
େଢ଼ଙ୍କାନାଳ : ବୈଷ୍ଣବ ଚରଣ ପଟ୍ଟନାୟକ - କଂଗ୍ରେସ
ଯାଜପୁର (ସଂ) : ରାମ ଚନ୍ଦ୍ର ମଲ୍ଲିକ - କଂଗ୍ରେସ
କଳାହାଣ୍ଡି : ପ୍ରତାପ କେଶରି ଦେଓ - ସ୍ୱତନ୍ତ୍ର
କେନ୍ଦ୍ରାପଡ଼ା : ସୁରେନ୍ଦ୍ରନାଥ ଦ୍ୱିବେଦୀ - ପିଏସ୍ପି
କେନ୍ଦୁଝର (ସଂ) : ଲକ୍ଷ୍ମୀ ନାରାୟଣ ଭଞ୍ଜ ଦେଓ - କଂଗ୍ରେସ
କୋରାପୁଟ (ସଂ) : ରାମଚନ୍ଦ୍ର ଉଲ୍କା - କଂଗ୍ରେସ
ମୟୂରଭଞ୍ଜ (ସଂ) : ମହେଶ୍ୱର ନାଇକ - କଂଗ୍ରେସ
ଫୁଲବାଣି (ସଂ) : ଡଃ ରାଜେନ୍ଦ୍ର କୋହର - ସ୍ୱତନ୍ତ୍ର ପାଟିଁ
ପୁରୀ : ବିବୁେଧନ୍ଦ୍ର ମିଶ୍ର - କଂଗ୍ରେସ
ସମ୍ବଲପୁର : କିଷନ ପଟ୍ଟନାୟକ - ସୋସିଆଲିଷ୍ଟ ପାର୍ଟି
ସୁନ୍ଦରଗଡ଼ (ସଂ) : ଜଗ ନାରାୟଣ ସିଂହ - ସ୍ୱତନ୍ତ୍ର ପାର୍ଟି