ନୂଅଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ନିକଟରେ ବୁଧବାର ଜଣେ ଓଡ଼ିଆ ଯୁବକ ଆତ୍ମଦାହ ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ହେଲେ କାର୍ତ୍ତିକ ମେହେର।
କାର୍ତ୍ତିକ ମେହେରଙ୍କ ଶରୀର ୯୦ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମାତ୍ର କେଉଁ କାରଣକୁ ନେଇ ସେ ଆତ୍ମଦାହ ଉଦ୍ୟମ କରିଛନ୍ତି, ରିପୋର୍ଟ ଲେଖାଯିବା ବେଳକୁ ତାହା ଜଣାପଡ଼ି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/Fire-suickde.jpg)