ଆଜି ଗୃହ କାର୍ଯ୍ୟ ସ୍ଵାଭାବିକ

ଭୁବନେଶ୍ବର: ଆଜି ଗୃହ କାର୍ଯ୍ୟ ସ୍ଵାଭାବିକ ହୋଇଛି। ଆଜି ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା ବିଭାଗର ଖର୍ଚ୍ଚ ଦାବି ରହିଛି। ପ୍ରଶ୍ନ କାଳରେ ମହିଳା ଶିଶୁ ବିକାଶ ଓ ମିସନ ଶକ୍ତି, ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ କାରିଗରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ହସ୍ତତନ୍ତ ବୟନଶିଳ୍ପ ଓ ସରକାରୀ ଉଦ୍ୟୋଗ ଭଳି ବିଭାଗ ସଂପର୍କୀତ ପ୍ରସଙ୍ଗ ରହିଛି।

ସମ୍ବନ୍ଧିତ ଖବର