ଓଡ଼ିଶା ବଜେଟ୍‌ ୨୦୨୩-୨୪: କେଉଁ କ୍ଷେତ୍ର ପାଇଁ କେତେ ?

ଭୁବନେଶ୍ବର : ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ଦିନ ମୋଟ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ବଜେଟରେ ବିଭିନ୍ନ ବିଭାଗ ପାଇଁ ବର୍ଦ୍ଧିତ ବ୍ୟୟବରାଦ କରାଯାଇଛି । ଆସନ୍ତୁ  ଏକ ଗ୍ରାଫ ମାଧ୍ୟମରେ ଜାଣିବା କେଉଁ ବିଭାଗକୁ କେତେ ଟଙ୍କାର ବ୍ୟୟବରାଦ କରାଯାଇଛି ….

 

ସ୍ବାସ୍ଥ୍ୟ : ୧୬,୦୪୮ କୋଟି
ପାନୀୟ ଜଳ : ୧୩,୨୧୫ କୋଟି
କୃଷି ଓ ସଂପର୍କିତ କ୍ଷେତ୍ର : ୨୪,୮୨୯ କୋଟି
ସଡ଼କ, ପୋଲ, ରେଳପଥ ଆଦି ଭିତ୍ତିଭୂମି : ୧୯୪୫୨ କୋଟି
ସହରାଞ୍ଚଳ ବିକାଶ : ୭୯୧୪ କୋଟି

ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ : ୬୨୨୪ କୋଟି
ଶିଳ୍ପ : ୧୩୫୮ କୋଟି
ବିପର୍ଯ୍ୟୟ ପରିଚାଳନା : ୩୭୦୦ କୋଟି
ଶିକ୍ଷା ଓ ଦକ୍ଷତା ବିକାଶ : ୩୦,୦୩୦ କୋଟି
ଅନୁସୂଚୀତ ଜାତି ବିକାଶ : ୩୮୪୩୭ କୋଟି

ପର୍ଯ୍ୟଟନ : ୬୮୦ କୋଟି
କ୍ରୀଡ଼ା : ୧୨୧୭ କୋଟି
ଇଲେକ୍ଟ୍ରୋନିକ ଓ ଆଇଟି : ୩୫୬ କୋଟି
ବୟନ ଶିଳ୍ପ ଓ ହସ୍ତକଳା : ୨୧୯ କୋଟି
ଆଭ୍ୟନ୍ତରୀଣ ସୁରକ୍ଷା : ୮୧୩୦ କୋଟି
ସ୍ବାୟତ୍ତ ଶାସନ ସଂସ୍ଥା : ୭୩୦୦ କୋଟି

ସମ୍ବନ୍ଧିତ ଖବର