ମନ୍ତ୍ରୀ ପରିଷଦ ବୈଠକ ସୋମବାର

ଭୁବନେଶ୍ୱର : ଆସନ୍ତା ସୋମବାର ଦିନ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ। ପୂର୍ବାହ୍ନ ସାଢେ ଏଗାରଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ନବୀନ ପଟ୍ଟନାୟକଙ୍କ ସରକାରର ଚତୁର୍ଥ ପାଳିର ପଞ୍ଚମ ବର୍ଷ ଆରମ୍ଭ ପରିପ୍ରେକ୍ଷୀରେ ବସୁଥିବା ଏହି ମନ୍ତ୍ରୀ ପରିଷଦରେ ମୁଖ୍ୟମନ୍ତ୍ରୀ କିଛି ନୂଆ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର