ଭୁବନେଶ୍ୱର : ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଅପରାହ୍ନ ୫ଟା ୪୫ରେ ଏହି ବୈଠକ ଡକାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ କ୍ୟାବିନେଟର ବିଚାର ପାଇଁ ୫ଟି ପ୍ରସ୍ତାବ ରହିଛି। ସେଥିରେ ପୁରୀ ଜିଲ୍ଲାର ସତ୍ୟବାଦୀ, କଣାସ ଓ ଗଞ୍ଜାମ ଜିଲ୍ଲାର ପାନୀୟ ଜଳ ପ୍ରକଳ୍ପ ରହିଥିବା ସୂଚନା ମିଳିଛି।
ଆଜି କ୍ୟାବିନେଟ୍
/sambad/media/post_attachments/wp-content/uploads/2018/07/cabinet-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)