ଲୋକମତ ସୃଷ୍ଟି କରିବାରେ କଂଗ୍ରେସ ବିଫଳ: ପିସିସି ସଭାପତି

ଭୁବନେଶ୍ବର : ବିଜେପୁର ଉପନିର୍ବାଚନ ବିପର୍ଯ୍ୟୟ ନେଇ ମୁହଁ ଖୋଲିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କଂଗ୍ରେସ ଲୋକମତ ସୃଷ୍ଟି କରିବାରେ ବିଫଳ ହୋଇଥିବା ନେଇ ସେ ସ୍ବୀକାର କରିଛନ୍ତି। ସେ ଆହୁରି କହିଛନ୍ତି, ବିଜେପୁର ଉପନିର୍ବାଚନରେ କଂଗ୍ରେସ ନେତାଙ୍କ ଭିନ୍ନଭିନ୍ନ ବୟାନବାଜି କଂଗ୍ରେସର ବିପର୍ଯ୍ୟୟ ପାଇଁ ଦାୟୀ। ଆଗକୁ ଦଳ ଭିତରେ ଏ ନେଇ ସମୀକ୍ଷା କରାଯିବ।

ସମ୍ବନ୍ଧିତ ଖବର