ଝାରସୁଗୁଡ଼ା: ଓଡ଼ିଶା- ଛତିଶଗଡ଼ ସୀମାନ୍ତ ୧୯ ଖଣ୍ଡ ମୌଜାର ମୁରଲୀପାଲି ହାଇସ୍କୁଲ ପରିସରରେ ଓଡ଼ିଆ ଭାଷା ସଂସ୍କୃତି ସୁରକ୍ଷା ପରିଷଦ ଓ ଉତ୍କଳ ସମ୍ମିଳନୀ ପକ୍ଷରୁ ଓଡ଼ିଶା ଦିବସ ସମାରୋହ ପାଳିତ ହୋଇଯାଇଛି।
ଏଥିରେ ଜିଲ୍ଲାପାଳ ସରୋଜ ସାମଲ ମୁଖ୍ୟ ଅତିଥି, ଅଧ୍ୟାପିକା ମନ୍ଦାକିନୀ ଶତପଥୀ ମୁଖ୍ୟବକ୍ତା, ଏଲ୍ଏନ୍ କଲେଜର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ତପନ ବାରିକ ମଞ୍ଚ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/4.jpg)