ଦାନଗଦୀ: ଦାନଗଦୀ ବ୍ଲକ୍ ସମ୍ବାଦ ସାହିତ୍ୟଘର ପକ୍ଷରୁ ଓଡ଼ିଶା ଦିବସ ପାଳିତ ହୋଇଯାଇଛି। ଉପସଭାପତି ସନାତନ ଗେଡ଼ିଙ୍କ ସଭାପତିତ୍ବରେ ସାହିତ୍ୟଘର କର୍ମକର୍ତ୍ତା ରବୀନ୍ଦ୍ରନାଥ ସାହୁ, ରବିନାରାୟଣ ଶତପଥୀ, ମଧୁସୂଦନ ଦାସ, ନିର୍ମଳ ଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ଗଣନାଥ ମହାରଣା, ମିନାରାଣୀ ସ୍ବାଇଁ, ପ୍ରତିମା ରଥ ପ୍ରମୁଖ ଉପସ୍ଥିତ ରହି ଓଡ଼ିଶା ଦିବସ ସମ୍ପର୍କରେ ଆଲୋଚନା କରିଥିଲେ।
ଜସ୍ମିତା ମାରାଣ୍ଡି, ସବିତା ହେମ୍ବ୍ରମ, କୁନି ଚାମ୍ପିଆ ଉପସ୍ଥିତ ଥିଲେ। ସଂଯୋଜକ ପ୍ରଦୀପ କୁମାର ଜେନା ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/୨୭.jpg)