ଭୁବନେଶ୍ବର : ହାଇଦ୍ରାବାଦରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତରେ ଓଡ଼ିଶା ସହଯୋଗର ହାତ ବଢ଼ାଇଛି। ବନ୍ୟା ପରବର୍ତ୍ତୀ ରିଲିଫ୍ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେଲେଙ୍ଗାନା ସରକାରଙ୍କୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ହାଇଦ୍ରାବାଦ ବନ୍ୟା ପାଇଁ ଓଡ଼ିଶା ଦେଲା ୫ କୋଟି
/sambad/media/post_attachments/wp-content/uploads/2020/10/Heavy-rains-flooded-many-areas-in-Andhra-Pradesh-and-Telangana-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)