ଓଡ଼ିଶା ମଦ୍ରାସା ପରିଷଦ ପରୀକ୍ଷା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ମଦ୍ରାସା ପରିଷଦ ଦ୍ୱାରା ପରିଚାଳିତ ମୌଲବି(ଏଚ୍‌ଏସ୍‌ସି), ମାହିର(ଯୁକ୍ତ୨), ଆଲିମ୍‌ (ଯୁକ୍ତ୩) ଓ ଫାଜିଲ୍‌ (ଏମ୍‌ଏ)ର ଆବେଦନପତ୍ର ସାର୍ଟିଫିକେଟ୍‌ ସହ ଆସନ୍ତା ୨୫ ତାରିଖରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ପଠାଇପାରିବେ। ଧାର୍ଯ୍ୟ ତାରିଖ ପରେ ହସ୍ତଗତ ହୋଇଥିବା ଆବେଦନପତ୍ର ରଦ୍ଦ କରାଯିବ ବୋଲି ସ୍ୱତନ୍ତ୍ର ନୀରିକ୍ଷଣ ଅଧିକାରୀ(ଏସ୍‌ଆଇଓ) ତଥା ଓଡ଼ିଶା ମଦ୍ରାସା ଶିକ୍ଷା ପରିଷଦ ସମ୍ପାଦକ ଲଇକ୍‌ ଉଦ୍ଦିନ୍‌ ଅହମ୍ମଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର