ବାତ୍ୟା ସହାୟତା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧.୬୧ କୋଟି ଟଙ୍କା ଦେଲା ଓଡ଼ିଶା ପୁଲିସ ସଂଘ

ଭୁବନେଶ୍ୱର: ଓଡ଼ିଶା ପୁଲିସ ସଂଘ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ୬୧ ଲକ୍ଷ ଟଙ୍କା ଦାନ କରିଛି। ବାତ୍ୟା ‘ଫନି’ ପ୍ରଭାବିତ ଅଂଚଳରେ ପୁନରୁଦ୍ଧାର କରିବା ପାଇଁ ପୁଲିସ ସଂଘ ପକ୍ଷରୁ ଦାନ ଟଙ୍କାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚେକ ଆକାରରେ ଦିଆଯାଇଛି।

ସମ୍ବନ୍ଧିତ ଖବର