ପୁରୀ : ପୁରୀର ଦୁଇ ସ୍କୁବା ଡାଇଭର୍ ପୁଡୁଚେରୀ ରକ୍ ବିଚ୍ ସମୁଦ୍ରରେ ୫୦ ଫୁଟ୍ ଗଭୀର ଜଳରାଶିରେ ସେମାନଙ୍କ ପ୍ରଦର୍ଶନ ଦେଖାଇଛନ୍ତି। ଡ୍ରାଇଭ୍ ଦି ୱାର୍ଲ୍ଡ ଅନୁଷ୍ଠାନ ପକ୍ଷରୁ ପୁଡୁଚେରୀରେ ଆୟୋଜିତ ଜାତୀୟ ସ୍କୁବା ଡାଇଭିଂ କର୍ମଶାଳାରେ ‘ଜୟ ଓଡ଼ିଶା’ ଲେଖାଥିବା ଧ୍ବଜାକୁ ସେମାନେ ପ୍ରଦର୍ଶନ କରିଛନ୍ତି।
ପୁଡ଼ୁଚେରି ସମୁଦ୍ରରେ ଓଡ଼ିଶାର ସ୍କୁବା ଡାଇଭର୍
/sambad/media/post_attachments/wp-content/uploads/2022/12/P-108.jpg)