ଭୁବନେଶ୍ୱର : ରାଜଭବନ ପରି ସର୍ବାଧିକ ସୁରକ୍ଷା ବଳୟରେ ଥିବା ରାଜ୍ୟ ସଚିବାଳୟର ଫାଟକ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ସଚିବାଳୟ ପରିସରରେ ତିଆରି ହୋଇଥିବା ଏକ ସୁନ୍ଦର ବଗିଚାର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ସୁଯୋଗ ଦିଆଯିବ। ତେବେ ମାତ୍ର ଦୁଇ ଦିନ ତିନି ଘଣ୍ଟା ଲେଖାଏଁ ସଚିବାଳୟ ଭିତରକୁ ପଶିବା ପାଇଁ ସୁଯୋଗ ମିଳିବ। ଆସନ୍ତାକାଲି ୨୬ ତାରିଖ ଓ ରବିବାର ୨୮ ତାରିଖରେ ସଚିବାଳୟ ଫାଟକ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ। ସହରବାସୀଙ୍କୁ ନିଶ୍ଚିତ ଭାବେ ଏହା ଏକ ଭିନ୍ନ ଅନୁଭବ ଦେବ ବୋଲି କୁହାଯାଉଛି।
ସାଧାରଣ ଜନତା ଦେଖିପାରିବେ ସଚିବାଳୟ ବଗିଚା
୨୬ ଓ ୨୮ରେ ୩ ଘଣ୍ଟା ପାଇଁ ଖୋଲିବ
/sambad/media/post_attachments/wp-content/uploads/2018/01/garden.jpg-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)