ଚଣ୍ଡିଖୋଲ : ଟ୍ରେନ୍ ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ମୃତବ୍ୟକ୍ତିଙ୍କ ବୟସ ୬୫ ବର୍ଷ ମଧ୍ୟରେ ହେବବୋଲି ସ୍ଥାନୀୟ ଲୋକେ କହୁଛନ୍ତି।
ସୂଚନା ଅନୁଯାୟୀ, ହରିଦାସପୁର-ପାରାଦ୍ୱୀପ ରେଳପଥର ପତରାଜପୁର ନିକଟରେ ଗୁରୁବାର ସନ୍ଧ୍ୟାରେ ଜଣେ ଅଜଣା ବୃଦ୍ଧଙ୍କର ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇଛି। ସେ ଏକ ଲୁଙ୍ଗି ପିନ୍ଧିଛନ୍ତି। ଏନେଇ ରେଳବାଇ ପୁଲିସକୁ ଖବର ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/railway.jpg)