ଯୁଯୁମୁରା : ସମ୍ବଲପୁର-ଅନୁଗୁଳ ରେଳ ଲାଇନ୍ର ଯୁଯୁମୁରା ଥାନା ମୁଣ୍ଢେର ତାମ୍ବି ଡୁଙ୍ଗୁରି ନିକଟସ୍ଥ ରେଳ ଲାଇନ୍ରେ ଶୁକ୍ରବାର ଦିନ ୧୨ଟା ସମୟରେ ଏକ ମାଲ୍ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧଙ୍କ ଆନୁମାନିକ ବୟସ ୬୫ ବର୍ଷ ହେବ। ସମ୍ବଲପୁର ଜିଆର୍ପି ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଥିବା ସମୟରେ ଏସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଖବର ଲେଖାହେବା ଯାଏଁ ମୃତ ବୃଦ୍ଧଙ୍କ ପରିଚୟ ମିଳିପାରିନାହିଁ।
ମାଲଗାଡ଼ି ଧକ୍କାରେ ବୃଦ୍ଧ ମୃତ
/sambad/media/post_attachments/wp-content/uploads/2020/02/dead-indiatoday7-1.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)