ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୈଳଦର ବୃଦ୍ଧିକୁ ନେଇ ଶନିବାର ପୁଣି ଦୋହରାଇଛନ୍ତି। ପେଟ୍ରୋଲ ଓ ଡିଜେଲ ଦରକୁ ଜିଏସଟିରେ ସାମିଲ କରିବା ପାଇଁ ଜିଏସଟି କାଉନସିଲକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ଏହା ଦ୍ୱାରା ସାଧାରଣ ଲୋକଙ୍କୁ ଲାଭ ମିଳିବ ବୋଲି ସେ ସୂଚନା ଦେଇଛନ୍ତି।
ପୁଣି ଦୋହରାଇଲେ ଧର୍ମେନ୍ଦ୍ର, ଜିଏସ୍ଟିରେ ସାମିଲ ହେବ ପେଟ୍ରୋଲ ଓ ଡିଜେଲ
/sambad/media/post_attachments/wp-content/uploads/2017/09/dharmendrapradhan660_091717013306.jpg)