ନୟାଗଡ଼: ଗତକାଲି ବିଳମ୍ବିତ ରାତିରେ କାଳବୈଶାଖୀ ନୟାଗଡ଼ରେ ତାଣ୍ଡବ ରଚିଛି। ଏହାର ପ୍ରଭାବରେ ନୟାଗଡ଼ ସଦର ବ୍ଲକ୍ ଅନ୍ତର୍ଗତ ନବଘନପୁର ପଞ୍ଚାୟତର ଲଡ଼ୁକେଶ୍ବରପୁର ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗ୍ରାମ ମଧ୍ୟରେ ଥିବା ଏକ କୋଠଘର (ଠାକୁରଘର) ଉପରେ ଏକ ପୁରୁଣା ବିରାଟକାୟ କଇଁଆ ଗଛ ଉପୁଡ଼ି ପଡ଼ିବାରୁ ଗ୍ରାମର ୱାର୍ଡମେମ୍ବର୍ଙ୍କ ସ୍ବାମୀ ରବିନ୍ଦ୍ର କୁମାର ବେହେରା (୪୫)ଙ୍କର ମୃତ୍ୟୁ ଘଟିଛି। ଗ୍ରାମର ପ୍ରାୟ ୧୦ ଜଣ ଲୋକ ଆହତ ହୋଇଛନ୍ତି।
କୋଠ ଘର ଉପରେ ଭାଙ୍ଗିପଡ଼ିଲା ଗଛ ଜଣେ ମୃତ, ୧୦ ଆହତ
/sambad/media/post_attachments/wp-content/uploads/2019/06/ala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)