ରାୟଗଡ଼ା/କୋରାପୁଟ: କୋରାପୁଟ ଜିଲ୍ଲାରେ ହାଇଜା ନେଇଛି ପ୍ରଥମ ମୁଣ୍ଡ। ଜିଲ୍ଲାର ଦଶମନ୍ତପୁରରେ ହଇଜା ଆୟତ୍ତକୁ ଆସିଥିବା ବେଳେ ରାୟଗଡ଼ାରୁ ଫେରିଥିଲେ। ମୃତକ ହେଲେ ପିତାମ୍ବର ତେଲି। ରାୟଗଡ଼ରେ ଏହି ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି। ସେ ନିଜ ଶଶୁର ଘର ଡଙ୍ଗାସିଲ ଆସିଥିଲେ। ସେଠାରେ ତାଙ୍କୁ ଝାଡ଼ାବାନ୍ତି ହେବା ପରେ ନିଜ ଗାଁ କୋରାପୁଟ ଯାଇଥିଲେ ଆଉ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସେ କୋରାପୁଟ ଜିଲ୍ଲା ରଥଶର୍ମା ସାହିର ବୋଲି ସୂଚନା ମିଳିଛି। ତେବେ ତାଙ୍କ ପରିବାରର ଆଉ କାହାକୁ ଏହି ହଇଜା ହୋଇଛି କି ନାହିଁ ତାହାର ତଦନ୍ତ ଆରମ୍ଭ ହୋଇଛି।
କୋରାପୁଟରେ ହଇଜା, ଜଣେ ମୃତ
/sambad/media/post_attachments/wp-content/uploads/2022/06/dead-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)