ପ୍ରଧାନମନ୍ତ୍ରୀ ଆବାସ ଛାତ ଭୁଶୁଡି ହିତାଧିକାରୀଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଏରେଣ୍ଡେଇ ଗାଁ’ରେ ନିର୍ମାଣାଧୀନ ପ୍ରଧାନମନ୍ତ୍ରୀ ଆବାସର ଛାତ ଭୁଶୁଡି ପଡ଼ିବାରୁ ହିତାଧିକାରୀ ବାଇଧର ନାଏକ (୪୫)ଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏରେଣ୍ଡେଇ ବଳଭଦ୍ରସାହିର ବାଇଧର ନାଏକଙ୍କୁ ବ୍ଲକ୍‌ ତରଫରୁ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ମିଳିଥିଲା। ଏଥି ପାଇଁ ଦୁଇଟି ପର୍ଯ୍ୟାୟରେ ତାଙ୍କୁ ୫୫ ହଜାର ଟଙ୍କା ମିଳିଥିବା ବେଳେ ସେ ଏହି ଟଙ୍କାରେ ଘର ନିର୍ମାଣ କରୁଥିଲେ।

ସମ୍ବନ୍ଧିତ ଖବର