ହାଇୱା-ଟ୍ରକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃୃତ

ଯୋଡ଼ା: କେନ୍ଦୁଝର ଜିଲ୍ଳା ଯୋଡ଼ା ଥାନା ଅନ୍ତର୍ଗତ ୫୨୦ ନଂ ଜାତୀୟ ରାଜପଥ କଣ୍ଡରା ଠାରେ ଆଜି ଦିନ ୨ ଟା ସମୟରେ ଏକ ଟ୍ରକ୍ ଖଣିଜ ବୋଝେଇ ରୀମୁଳୀ ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଅନ୍ୟ ଏକ ହାଇୱ। ଗାଡ଼ି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ହାଇୱ। ଗାଡ଼ି ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍ ଡ୍ରାଇଭର ଓ ହେଲପର୍ ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତ ଡ୍ରାଇଭରଙ୍କୁ ଉଦ୍ଧାର କରିଛି ।

ସମ୍ବନ୍ଧିତ ଖବର