କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତରେ ଘଡ଼ଘଡ଼ି ପଡି ଜଣେ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଉଛନ୍ତି କଜଳପତିଆ ଗାଁ’ର ଭବାନୀ ମୁଖାର୍ଜୀ। ବୟସ ୩୫ ବର୍ଷ। ତାଙ୍କର ମୃତ ଦେହକୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ରଖାଯାଇଛି। ଆଜି ସନ୍ଧ୍ୟାରେ ହଠାତ୍ ମେଘ ପବନ ହେବା ସହ ଘଡ଼ଘଡ଼ି ପଡିବାରୁ ଏଭଳି ଏକ ଦୁଃଖଦ ଘଟଣା ଘଟିଛି।
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତରେ ଘଡ଼ଘଡ଼ି ପଡି ଜଣେ ମୃତ
/sambad/media/post_attachments/wp-content/uploads/2019/05/light-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)