ଭଦ୍ରକ: ଭଦ୍ରକର ଚରମ୍ପା ଅଞ୍ଚକରୁ ଆଜି ଦିନ ଦ୍ୱିପ୍ରହରରେ ଜଣେ ଲୋକଙ୍କର ବାଇକ୍ ଡିକି ଭାଙ୍ଗି କେହି ଦୁର୍ବୃତ୍ତ ଡିକିରେ ଥିବା ୧ ଲକ୍ଷ ୩୫ ହଜାର ଟଙ୍କା ଲୁଟି ନେଇଥିବା ନେଇ ଅଭିଯୋଗ ହୋଇଛି।
ଏହି ଘଟଣାରେ ପୁଲିସ କାହାରିଙ୍କୁ ଠାବ କରି ନଥିବା ବେଳେ ଚରମ୍ପା ଅଞ୍ଚଳରେ ଏବେ ଲୁଟେରାଙ୍କର ଆତଙ୍କରାଜ ଆରମ୍ଭ ହୋଇଛି । ଏହି ଘଟଣାକୁ ନେଇ ସାଧାରଣରେ ଆତଙ୍କ ଖେଳି ଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/7-12.jpg)