ଜୁଲାଇ ସୁଦ୍ଧା ଏକକ ରାଜସ୍ୱ ଆଇନର ଚିଠା ଆଇନ: ମନ୍ତ୍ରୀ

ଭୁବନେଶ୍ୱର : ଏକ ସରଳ ରାଜସ୍ୱ ଆଇନ ଲୋକାଭିମୁଖୀ ହେବା ସହିତ ରାଜସ୍ୱ ମାମଲାଗୁଡ଼ିକର ତ୍ୱରିତ ଫଇସଲା ହୋଇପାରିବ। ଏହି ପରିପ୍ରେକ୍ଷୀରେ ଆଗାମୀ ଜୁଲାଇ ସୁଦ୍ଧା ଏକ ତ୍ରୁଟିଶୂନ୍ୟ ଓ ଏକକ ରାଜସ୍ୱ ଆଇନର ଚିଠା ପ୍ରସ୍ତୁତ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ବିଭାଗୀୟ ପଦାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ଏ ଦିଗରେ ହୋଇଥିବା ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ମହାନ୍ତି ସମୀକ୍ଷା କରିଥିଲେ।

ସମ୍ବନ୍ଧିତ ଖବର