ରାଜ୍ୟ ସରକାରଙ୍କ ପୋର୍ଟାଲ ‘ଅର୍ପଣ’ ଲୋକାର୍ପିତ

ଭୁବନେଶ୍ୱର: ପେନ୍‌ସନ୍‌ଧାରୀଙ୍କୁ ଅଧିକ ସୁବିଧା ଓ ଅନ୍ୟାନ୍ୟ ତଥ୍ୟ ଯୋଗାଇବା ଲକ୍ଷ୍ୟ ନେଇ ରାଜ୍ୟ ସରକାର ମଙ୍ଗଳବାର ନୂଆଁ ପୋର୍ଟାଲ ‘ଅର୍ପଣ’ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଛନ୍ତି। ସରକାରଙ୍କ ଏହି ପୋର୍ଟାଲ ମାଧ୍ୟମରେ ପେନସନଧାରୀ ଅନେକ ସୁବିଧା ମିଳିବ`

 

ସମ୍ବନ୍ଧିତ ଖବର