ଇବ୍ଥର୍ମାଲ : ଓପିଜିସି ବନହରପାଲିସ୍ଥିତ ୟୁନିଟ୍ କାର୍ଯ୍ୟକ୍ଷମ ହୋଇଛି। ରବିବାର ଅପରାହ୍ଣ ୨ଟା ୩୨ ମିନିଟ୍ରେ ଏହି ୟୁନିଟ୍ରୁ ୨୧୦ ମେଗାଓ୍ଵାଟ୍ ବିଦ୍ୟୁତ୍ ଉତ୍ପାଦନ ପୁଣି ଆରମ୍ଭ ହୋଇଛି। ଗତ ୧୭ ତାରିଖ ରାତିରୁ ୟୁନିଟ୍ ୨ ବନ୍ଦ ଥିବା ବେଳେ ଗତ ମଙ୍ଗଳବାର ରାତିରେ ୟୁନିଟ୍ ୧ ମଧ୍ୟ ଜେନେରେଟରରୁ ତେଲ ଲିକେଜ୍ ଯୋଗୁଁ ବନ୍ଦ କରି ଦିଆଯାଇଥିଲା। ଦ୍ୱିତୀୟ ୟୁନିଟ୍ରେ ଏବେ ବି ମରାମତି କାର୍ଯ୍ୟ ଚାଲିଛି।
ଓପିଜିସି ୟୁନିଟ୍ ୧ ଚାଲିଲା
/sambad/media/post_attachments/wp-content/uploads/2018/07/opgc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)