ଇବ୍ଥର୍ମାଲ : ଓପିଜିସି ବନହରପାଲିସ୍ଥିତ ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ରର ୟୁନିଟ ୨ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବନ୍ଦ ହୋଇ ଯାଇଛି। ଫଳରେ ୨୧୦ ମେଗାଓ୍ବାଟ୍ ବିଦ୍ୟୁତ୍ ଉତ୍ପାଦନ ବନ୍ଦ ହୋଇ ରାଜସ୍ବ ହାନି ଘଟିଛି। ବଏଲର୍ ଟ୍ୟୁବ୍ରେ ଲିକେଜ୍ ଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଅଧିକାରୀସ୍ତରରେ କୁହାଯଇଛି। ୭୨ ଘଣ୍ଟା ମଧ୍ୟରେ ଏହାକୁ ଠିକ୍ କରି ଦିଆଯିବ ଓ ଏହା ପୁଣି କାର୍ଯ୍ୟକ୍ଷମ ହେବ ବୋଲି ଲୋକ ସଂପର୍କ ଅଧିକାରୀ ହିମାଂଶୁ ବେହେରାଙ୍କଠାରୁ ପ୍ରକାଶ।
ଓପିଜିସି ୟୁନିଟ୍ ୨ ଅଚଳ
/sambad/media/post_attachments/wp-content/uploads/2020/02/opgc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)