ଭୁବନେଶ୍ୱର : ଓଡ଼ିଆ ଭାଷାକୁ ସମ୍ମାନ ଦେଉଛି ଭାରତୀୟ ରେଳପଥ। ରେଳପଥ ପକ୍ଷରୁ ସବୁ ଆଞ୍ଚଳିକ ଭାଷାକୁ ସମ୍ମାନ ଦିଆଯିବା ସହ ଏହାର ପ୍ରସାର ପାଇଁ ଉଦ୍ୟମ ହେଉଛି। ଆନ୍ଧ୍ର ଓ ଛତଶଗଡ ସହ ଓଡ଼ିଶା ପ୍ରନ୍ତରେ ଅବସ୍ଥିତ ରେଳ ଷ୍ଟେସନର ନାମ ଅନ୍ୟ ଭାଷା ସହିତ ଓଡ଼ିଆ ଭାଷାରେ ମଧ୍ୟ ଲେଖାଯାଇଛି। ରାୟଗଡ଼ା, ଚକୁଳିଆ, କୁନେରୁ, ଜେମଦେଇ ପେଣ୍ଠ ଇତ୍ୟାଦି ଷ୍ଟେସନ ଗୁଡ଼ିକର ନାମ ଅନ୍ୟ ଭାଷା ସହିତ ଆଞ୍ଚଳିକ ଭାଷା ଓଡ଼ିଆରେ ଲେଖା ଯାଇଛି। ଭାରତୀୟ ରେଳପଥର ଏହି ଉଦ୍ୟମକୁ ସବୁ ବର୍ଗରୁ ପ୍ରଶଂସା କରାଯାଉଛି।
ଆନ୍ଧ୍ର ଓ ଛତିଶଗଡ଼ ରେଳ ଷ୍ଟେସନରେ ଓଡ଼ିଆ ଫଳକ
/sambad/media/post_attachments/wp-content/uploads/2022/03/kuneru.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)