ମର୍ଯ୍ୟାଦାଜନକ ପଦ୍ମ ସମ୍ମାନ ପାଇଁ ମନୋନୀତ ପ୍ରତିଭା

ପଦ୍ମବିଭୂଷଣ
୧. ଜର୍ଜ ଫର୍ଣ୍ଣାଣ୍ଡିସ (ମରଣୋତ୍ତର)
୨. ଅରୁଣ ଜେଟ୍‌ଲି (ମରଣୋତ୍ତର)
୩. ଅନିରୁଦ୍ଧ ଜଗନ୍ନାଥ
୪. ଏମ୍‌. ସି. ମେରିକମ୍‌
୫. ଛନ୍ନୁଲାଲ ମିଶ୍ର
୬. ସୁଷମା ସ୍ବରାଜ (ମରଣୋତ୍ତର)
୭. ବିଶ୍ବେଷତୀର୍ଥ ସ୍ବାମୀଜି ଶ୍ରୀ ପେଜାଭରା ଅଧୋଖାଜା ମଠ ଉଡ୍ଡୁପି (ମରଣୋତ୍ତର)

ପଦ୍ମଭୂଷଣ
୧. ଏମ୍‌ ମୁମ୍‌ତାଜ ଅଲୀ
୨. ସୟଦ ମୌଜିମ୍‌ ଅଲି (ମରଣୋତ୍ତର)
୩. ମୁଜଫ୍‌ର ହୁସେନ ବେଗ୍‌
୪. ଅଜୟ ଚକ୍ରବର୍ତ୍ତୀ
୫. ମନୋଜ ଦାସ
୬. ବାଲକୃଷ୍ଣ ଦୋଶି
୭. କୃଷ୍ଣାମ୍ମଲ ଜଗନ୍ନାଥନ୍‌
୮. ଏସ୍‌. ସି. ଜମିର
୯. ଅନିଲ ପ୍ରକାଶ ଜୋଶି
୧୦. ସେରିଙ୍ଗ ଲାନ୍ଦୋଲ
୧୧. ଆନନ୍ଦ ମହିନ୍ଦ୍ରା
୧୨. ରାମକୃଷ୍ଣନ୍‌ ମାଧବ ମେନନ୍‌
୧୩. ପ୍ରଭୁ ପାରିକର (ମରଣୋତ୍ତର)
୧୪. ପ୍ରଫେସର ଜଗଦିଶ ସେଠ
୧୫. ପି. ଭି. ସିନ୍ଧୁ
୧୬. ବେଣୁ ଶ୍ରୀନିବାସନ

ପଦ୍ମଶ୍ରୀ
୧. ଗୁରୁ ଶଶଧର ଆଚାର୍ଯ୍ୟ ୨. ଡ. ଯୋଗୀ ଏରୋନ୍‌ ୩. ଜୟ ପ୍ରକାଶ ଅଗ୍ରୱାଲ୍‌
୪. ଜଗଦିଶ ଲାଲ ଆହୁଜା ୫. କାଜି ମୌସମ ଅଖତାର ୬. ଗ୍ଲୋରିଆ ଏରିରା ୭. ଖାନ୍‌ ଜାହିରଖାନ୍‌ ବକ୍ତିଆରଖାନ୍‌ ୮. ପଦ୍ମାବତୀ ବନ୍ଦୋପାଧ୍ୟାୟ ୯. ସୁଶୋଭନ ବାନାର୍ଜୀ ୧୦. ଡ. ଦିଗମ୍ବର ବେହେରା ୧୧. ଦମୟନ୍ତୀ ବେଶ୍ରା, ୧୨. ପାୱାର ପୋପାତ୍ରାଓ ଭାଗୁଜି ୧୩. ହିମ୍ମତ ରାମ ଭାମ୍ଭୁ ୧୪. ସଞ୍ଜୀବ ବିକ୍‌ଚନ୍ଦାନି ୧୫. ଗଫୁରଭାଇ ଏମ୍‌. ବିଲାଖିଆ ୧୬. ବବ୍‌ ବ୍ଲାକ୍‌ମ୍ୟାନ୍‌ ୧୭. ଇନ୍ଦିରା ପି. ପି. ବୋରା ୧୮. ମଦନ ସିଂ ଚୌହାନ ୧୯. ଊଷା ଚୌମାର ୨୦. ଲିଲ ବାହାଦୁର ଛେତ୍ରି ୨୧. ଲଲିଥା ଏବଂ ସରୋଜା ଚିଦାମ୍ବରମ୍‌ ୨୨. ଡଃ ବାଜିରା ଚିତ୍ରସେନା ୨୩. ଡଃ ପୁରୁଷୋତ୍ତମ ଦଧିଚି ୨୪. ଉତ୍ସବ ଚରଣ ଦାସ ୨୫. ପ୍ର‌େଫସର ଇନ୍ଦିରା ଦାସନାଏକେ ୨୬. ଏଚ୍‌. ଏମ୍‌. ଦେଶାଇ ୨୭. ମନୋହର ଦେବଦୋସ ୨୮. ଓଇନାମ୍‌ ବେମ୍‌ବେମ୍‌ ବେବି ୨୯. ଲିଆ ଡିସ୍‌କିନ୍‌ ୩୦. ଏମ୍‌. ପି. ଗଣେଷ ୩୧. ଡଃ ବା‌ଙ୍ଗାଲୋର ଗଙ୍ଗାଧର ୩୨. ରମଣ ଗଙ୍ଗାଖେଡ଼କର ୩୩. ବାରି ଗାର୍ଡିନର ୩୪. ଚିୱାଙ୍ଗ ମୋଟୁକ ଗୋବା ୩୫. ଭାରତ ଗୋଏଙ୍କା ୩୬. ୟାଦଲା ଗୋପାଳ ରାଓ ୩୭. ମିତ୍ରଭାନୁ ଗୌନ୍ତିଆ ୩୮. ତୁଳସି ଚଡ଼ା ୩୯. ସୁଜୟ କେ. ଗୁହା ୪୦. ହରେକଳା ହଜବ୍ବା ୪୧. ଇମାନୁଏଲ୍‌ ହକ୍‌, ୪୨. ମଧୁ ମାନ୍ସୁରି ହସମୁଖ ୪୩. ଅବ୍‌ଦୁଲ ଜବ୍ବର (ମରଣୋତ୍ତର) ୪୪. ବିମଳ କୁମାର ଜୈନ ୪୫. ମୀନାକ୍ଷି ଜୈନ ୪୬. ନୀମନାଥ ଜୈନ ୪୭. ଶାନ୍ତି ଜୈନ ୪୮. ସୁଧୀର ଜୈନ ୪୯. ବେଣି ଚନ୍ଦ୍ର ଜାମାତିଆ ୫୦. କେ. ଭି. ସମ୍ପତ କୁମାର ଏବଂ ବିଦୁଷି ଜୟଲକ୍ଷ୍ମୀ କେ. ଏସ୍‌. ୫୧. କରଣ ଜୋହର ୫୨. ଲୀଲା ଜୋଶୀ ୫୩. ସରିତା ଜୋଶୀ ୫୪. ସି. କାମଲୋଭ ୫୫. ଡଃ ରବି କନ୍ନନ ‌୫୬. ଏକତା କପୂର. ୫୭. ୟାଜଦି ନାଓସିରୱାନ୍‌ କରଞ୍ଜିଆ ୫୮. ନାରାୟଣ ଜେ. ଜୋଶୀ କାରାୟଲ ୫୯. ନରିନ୍ଦର ନାଥ ଖାନ୍ନା ୬୦. ନବୀନ ଖାନ୍ନା ୬୧. ଏସ୍‌. ପି. କୋଠାରି ୬୨. ଭି. କେ. ମୁନୁସାମୀ କୃଷ୍ଣପକ୍‌ଥର ୬୩. ଏମ୍‌. କେ. କୁନ୍‌ଜଲ୍‌ ୬୪. ମନମୋହନ ମହାପାତ୍ର (ମରଣୋତ୍ତର) ୬୫. ଉତ୍ସାତ ଅନ୍‌ୱାର ଖାନ୍‌ ମାଙ୍ଗିୟାର ୬୬. କଟୁଙ୍ଗାଲ ସୁବ୍ରମଣ୍ୟମ୍‌ ମଣିଲାଲ ୬୭. ମୁନ୍ନା ମାଷ୍ଟର ୬୮. ପ୍ରଫେସର ଅଭିରାଜ ରାଜେନ୍ଦ୍ର ମିଶ୍ର ୬୯. ବୀଣାପାଣି ମାହାନ୍ତି ୭୦. ଅରୁଣୋଦୟ ମଣ୍ଡଳ ୭୧. ପୃଥ୍ବିନ୍ଦ୍ର ମୁଖାର୍ଜୀ ୭୨. ସତ୍ୟନାରାୟଣ ମୁଣ୍ଡାୟୁର ୭୩. ମଣିଲାଲ ନାଗ ୭୪. ଏନ୍‌. ଚନ୍ଦ୍ରଶେଖରନ୍‌ ନାୟାର ୭୫. ଡଃ ତେତସୁ ନକମୁରା ୭୬. ଶିବଦତ୍ତ ନିର୍ମୋହି ୭୭. ପୁ ଲାଲବ୍ୟାଥାଙ୍ଗା ପଚାଉ ୭୮. ମୂଜିକାଲ ପଙ୍କଜାକ୍ଷି ୭୯. ଡଃ ପ୍ରଶାନ୍ତ କୁମାର ପଟ୍ଟନାୟକ ୮୦. ଯୋଗେନ୍ଦ୍ରନାଥ ଫୁକନ ୮୧. ରାହିବାଇ ସୋମା ପୋପେରେ ୮୨. ଯୋଗେଶ ପରୱିନ୍‌ ୮୩. ଜିତୁ ରାୟ ୮୪. ତରୁଣଦୀପ ରାୟ ୮୫. ଏସ୍‌. ରାମକୃଷ୍ଣନ୍‌ ୮୬. ରାଣୀ ରାମପାଲ ୮୭. କଙ୍ଗନା ରାଣାୱତ ୮୮. ଦଲ୍‌ବାଇ ଚଲପଥି ରାଓ ୮୯. ଶାହବୁଦ୍ଦିନ ରାଥୋଡ ୯୦. କଲ୍ୟାଣସିଂ ରାୱତ ୯୧. ଚିନ୍ତାଲା ଭେଙ୍କଟ ରେଡ୍ଡି ୯୨. ଡଃ ଶାନ୍ତି ରାୟ ୯୩. ରାଧାମୋହନ ଏବଂ ସାବରମତୀ ୯୪. ବଟକୃଷ୍ଣ ସାହୁ ୯୫. ତ୍ରିନିଟି ସାୟୁ ୯୬. ଅଦ୍‌ନାନ ସାମୀ ୯୭. ବିଜୟ ‌ସାଙ୍କେଶୱାର ୯୮. କୁଶଳ କନ୍‌ୱର ଶର୍ମା, ୯୯. ସୟଦ ମହେବୁବ ଶାହ କାଦ୍ରି ୧୦୦. ମହମ୍ମଦ ସରିଫ୍‌ ୧୦୧. ଶ୍ୟାମ ସୁନ୍ଦର ଶର୍ମା ୧୦୨. ଗୁରୁଦୀପ ସିଂହ ୧୦୩. ରାମଜୀ ସିଂହ ୧୦୪. ବଶିଷ୍ଠ ନାରାୟଣ ସିଂହ (ମରଣୋତ୍ତର) ୧୦୫. ଦୟା ପ୍ରକାଶ ସିହ୍ନା ୧୦୬. ସନ୍ଦ୍ରା ଦେଶ ସୌଜା ୧୦୭. ବିଜୟସାରଥୀ ଶ୍ରୀବତ୍ସ୍ୟମ୍‌ ୧୦୮. କାଳି ସାବି ମେହବୁବ ଏବଂ ‌ଶେଖ୍‌ ମେହବୁବ ସୁବାନି ୧୦୯. ଜାଭେଦ ଅହମଦ ତକ୍‌ ୧୧୦. ପ୍ରଦୀପ ଥାଲାପିଲ ୧୧୧. ୟଶ ଦର୍‌ଜୀ ଥୋଙ୍ଗଚି ୧୧୨. ରବର୍ଟ ଥର୍ମାନ୍‌ ୧୧୩. ଅଗସ୍‌ ଇନ୍ଦ୍ର ଉଦୟନ୍‌ ୧୧୪. ହରିଶ ଚନ୍ଦ୍ର ବର୍ମା ୧୧୫. ସୁନ୍ଦରମ୍‌ ବର୍ମା ୧୧୬. ଡଃ ରମେଶ ଟେକ୍‌ଚାନ୍ଦ ୱାଧୱାନି ୧୧୭. ସୁରେଶ ୱାଡେକର ୧୧୮. ପ୍ରେମ ୱାସ୍ତା

ସମ୍ବନ୍ଧିତ ଖବର