ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଜାଲିଆତି କରି ବ୍ୟାଙ୍କରୁ ୧.୧୬ କୋଟି ହଡ଼ପ

ଭୁବନେଶ୍ବର: ଚଞ୍ଚକତା କରି ଗ୍ରାହକଙ୍କ ଆକାଉଣ୍ଟ୍‌ ଜରିଆରେ ଋଣ କରାଇ ବ୍ୟାଙ୍କରୁ ୧ କୋଟି ୧୬ଲକ୍ଷ ୮୭ହଜାର ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଆଜି ଭରତପୁର ଥାନା ପୁଲିସ ଜଣେ ମହିଳା ସହକାରୀ ପ୍ରବନ୍ଧକଙ୍କୁ ଗିରଫ କରିଛି। ସେ ହେଉଛନ୍ତି କଳିଙ୍ଗନଗରସ୍ଥିତ ୟୁନିଅନ୍‌ ବ୍ୟାଙ୍କ୍‌ର ସହକାରୀ…
ଅଧିକ ଖବର ଦେଖନ୍ତୁ...

ଧାନ କିଣା କେଳେଙ୍କାରୀ: ସୁନ୍ଦରଗଡ଼ରେ ଗତବର୍ଷ ଖରିଫ୍ ମଣ୍ଡିରୁ ଫେରିଥିଲେ ୫ ହଜାର ଚାଷୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହେଉଣୁ ଅବ୍ୟବସ୍ଥାର ଲମ୍ବା ଅଭିଯୋଗ ସବୁ ଆସିବାରେ ଲାଗିଛି। ବିଶେଷ କରି ପଞ୍ଜିକରଣ, ଟୋକନ ପାଇବାର ଜଟିଳ ପ୍ରକ୍ରିୟା, ବିଳମ୍ବିତ ମଣ୍ଡି ସହ ଜରି ବନାମ ସୂତା ବସ୍ତା ଓ କଟନିଛଟନି ଚାଷୀଙ୍କୁ ମୂଳରୁ ଅଭାବୀ ବିକ୍ରି ଭିତରକୁ ଠେଲି…
ଅଧିକ ଖବର ଦେଖନ୍ତୁ...

ମାନ୍ଦା ପଡ଼ିଛି ବଡ଼ଦିନ ବଜାର: ଖୁସିର ବାଟ ଓଗାଳିବ ଓମିକ୍ରନ୍‌!

ଭୁବନେଶ୍ବର: ଆଉ ତିନିଟା ଦିନ ପରେ ଡିସେମ୍ବର ୨୫ ବା ବଡ଼ଦିନ। ଏଣେ ଓମିକ୍ରନ୍‌ ମାଡ଼ିମାଡ଼ି ଆସୁଛି। ଲୋକଙ୍କ ଭିତରେ ବଡ଼ଦିନ ଖୁସି ଯେତିକି ବଢ଼ିବଢ଼ି ଚାଲିଛି, ଓମିକ୍ରନ୍ ଭୟର ଗ୍ରାଫ୍ ସେତିକି ଉପରମୁହାଁ ହେବାରେ ଲାଗିଛି। ଏବେ ରାଜଧାନୀରେ ଠାବ ହେଲେଣି ଓମିକ୍ରନ୍ ଆକ୍ରାନ୍ତ। ଏମିତିକି…
ଅଧିକ ଖବର ଦେଖନ୍ତୁ...

ବାୟୋମାଇନିଂ ପ୍ରକଳ୍ପକୁ ସ୍ବୀକୃତି

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଭୁଆସୁଣି ଡମ୍ପିୟାର୍ଡରେ ନିର୍ମାଣ ହେବାକୁ ଥିବା ବାୟୋ ମାଇନିଂ ପ୍ରକଳ୍ପକୁ ମିଳିଛି ସବୁଜ ସଙ୍କେତ। ଦୀର୍ଘ ଦିନ ଧରି ପଡ଼ି ରହିଥିବା ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ୬୦ ଏକର ପରିମିତ ଜମିରେ ୧୦୩ କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଶେଖରପୁର ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଅଞ୍ଚଳ ନନ୍ଦନକାନନ ରୋଡ୍‌ର ଏକ ସରକାରୀ ଜମିରୁ ବିଡିଏ ଉଚ୍ଛେଦ କରିଛି। ଏଥିରେ ପ୍ରାୟ ୩ ହଜାର ବର୍ଗଫୁଟ୍‌ ପରିମିତ ଅଞ୍ଚଳ ଜବରଦଖଲମୁକ୍ତ ହୋଇଛି। ଏଠାରେ ଦୀର୍ଘ ଦିନ ହେବ ଘର କରି ୧୨ଟି ପରିବାର ରହିବା ସହ ଦୋକାନ କରିଥିଲେ। ଆଜି ବିଡିଏ ଏନ୍‌ଫୋର୍ସମେଣ୍ଟ…
ଅଧିକ ଖବର ଦେଖନ୍ତୁ...

ଓମିକ୍ରନ୍‌ ସଂକଟ ଭିତରେ ସୁନ୍ଦରଗଡ଼କୁ ଫେରିଲେଣି ୩୨୬ ବ୍ୟକ୍ତି, ୯୪ ଜଣଙ୍କ ନାହିଁ ଖବର

ରାଉରକେଲା: ଓଡ଼ିଶାରେ ଦୁଇ ଓମିକ୍ରନ୍‌ ଭାରିଆଣ୍ଟ୍‌ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇଉଠିଛି। ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କ ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଇତିମଧ୍ୟରେ ଜିଲ୍ଲାକୁ ୩୨୬ ଜଣ ବିଦେଶରୁ ଆସିଥିବା ଜଣାପଡ଼ିଛି। ଏମାନେ ଭାରତ ସରକାରଙ୍କ ଦ୍ବାରା ଧାର୍ଯ୍ୟ…
ଅଧିକ ଖବର ଦେଖନ୍ତୁ...

ହିନ୍ଦୁ, ହିନ୍ଦୁତ୍ବ ଓ ଭାରତୀୟତା ଭିତରେ ଫରକ ନାହିଁ: ନିରଞ୍ଜନ

ଭୁବନେଶ୍ବର: ହିନ୍ଦୁ ଓ ହିନ୍ଦୁତ୍ବକୁ ନେଇ ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରାଯାଉଛି। ହିନ୍ଦୁ, ହିନ୍ଦୁତ୍ବ ଓ ଭାରତୀୟତା ଭିତରେ କୌଣସି ପାର୍ଥକ୍ୟ ନାହିଁ। ମାତ୍ର କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ହିନ୍ଦୁତ୍ବକୁ ନେଇ ବିଭେଦ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ବୋଲି କହିଛନ୍ତି…
ଅଧିକ ଖବର ଦେଖନ୍ତୁ...

୩ ମାସରେ ଚାକିରି ନିୟମିତ ପାଇଁ ପଦକ୍ଷେପ

କଟକ: ପରିବହନ ବିଭାଗ ଅଧୀନରେ ବିଭିନ୍ନ ଆରଟିଓ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇ ୬ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟରଙ୍କ ଚାକିରି ନିୟମିତ ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ୧୨-୧୪ ବର୍ଷ ଧରି କାର୍ଯ୍ୟ କରୁଥିବା ଏପରି ଡାଟା ଏଣ୍ଟ୍ରି…
ଅଧିକ ଖବର ଦେଖନ୍ତୁ...

ତତ୍ତ୍ବ ଓ ଦର୍ଶନ କ୍ଷେତ୍ରରେ ମାର୍ଗଦର୍ଶକ ହେବ ‘ଜୈନ ଦର୍ଶନ: ମନନ ଓ ମୀମାଂସା’

ଭୁବନେଶ୍ବର: ବିଶିଷ୍ଟ ସାହିତ୍ୟିକ ତୁଳସୀ ଜୈନ୍‌ଙ୍କ ଦ୍ବାରା ଓଡ଼ିଆ ଭାଷାରେ ଅନୁଦିତ ଗ୍ରନ୍ଥ ‘ଜୈନ ଦର୍ଶନ: ମନନ ଓ ମୀମାଂସା’ ଆଜି ଲୋକାର୍ପିତ ହୋଇଯାଇଛି। ରାଜଭବନ ଅଭିଷେକ ହଲ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇ…
ଅଧିକ ଖବର ଦେଖନ୍ତୁ...

ଶକ୍ତି ସଂରକ୍ଷଣ ଚିତ୍ରକଳା ପ୍ରତିଯୋଗିତାରେ ଦୀପିକା ଶତପଥୀ ପୁରସ୍କୃତ

ଭୁବନେଶ୍ୱର: କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ଅଧୀନ ବ୍ୟରୋ ଅଫ ଏନର୍ଜି ଏଫିସିଏନ୍‌ସି (ବିଇଇ) ତରଫରୁ ଏନ୍‌ଟିପିସି ପୂର୍ବାଞ୍ଚଳ ମୁଖ୍ୟାଳୟ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମିଳିତ ସହଯୋଗରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ : ଶକ୍ତିନିପୂଣ ଭାରତ’ ଶୀର୍ଷକ ଜାତୀୟ ଶକ୍ତି ସଂରକ୍ଷଣ ଚିତ୍ରକଳା…
ଅଧିକ ଖବର ଦେଖନ୍ତୁ...