‘ସାହିତ୍ୟଘର’ର ଶାଖାଗୁଡ଼ିକରେ ପଖାଳ ଦିବସ

ଭୁବନେଶ୍ବର : ଆସନ୍ତା ୨୦ ତାରିଖ (ସୋମବାର) ‘ପଖାଳ ଦିବସ’ ଅବସରରେ ରାଜ୍ୟରେ ଥିବା ‘ସମ୍ବାଦ ସାହିତ୍ୟଘର’ର ସମସ୍ତ ଶାଖାରେ ରବିବାର କିମ୍ବା ସୋମବାର ଏହା ପାଳନ କରିବାକୁ ଅନୁଷ୍ଠାନର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର