

ଅନ୍ୟପକ୍ଷରେ ପୋଲସରା ବ୍ଲକ୍ର ୩୮, ୩୯ ଓ ୪୦ ନମ୍ବର ଜୋନ୍ରେ ବିଜେଡି-ବିଜେପି ମଧ୍ୟରେ ଦ୍ବିମୁଖୀ ଲଢ଼େଇ ହେବାକୁ ଯାଉଛି। ଉଭୟ ଦଳ ସେମାନଙ୍କ ପ୍ରଚାର ଅଭିଯାନକୁ ଦମଦାର କରିଛନ୍ତି। ଗତ ନିର୍ବାଚନରେ ୩୯ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥୀ ଜଗନ୍ନାଥ ସେଠୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା।