୨୦୨୩ରେ ଢିଙ୍କିଆରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ବର : ରାଜ୍ୟର ଏକମାତ୍ର ଗ୍ରାମପଞ୍ଚାୟତ ଭାବେ ଢିଙ୍କିଆରେ ଏଥର ସରପଞ୍ଚ ଓ ୱାର୍ଡମେମ୍ବର ପଦବି ପାଇଁ ନିର୍ବାଚନ ହେଉନି। ଏଠାରେ ୨୦୧୮ରେ ପଞ୍ଚାୟତ ନିର୍ବାଚନ ହୋଇଥିବାରୁ ୨୦୨୩ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ। ତେଣୁ ଆସନ୍ତାବର୍ଷ ଏଠାରେ ନିର୍ବାଚନ ହେବ। ଏଠାରେ ସରପଞ୍ଚ ଏବଂ ୨୩ଟି ୱାର୍ଡମେମ୍ବର ପଦବି ପାଇଁ ଆସନ୍ତାବର୍ଷ ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ତରଫରୁ କୁହାଯାଇଛି।

ସମ୍ବନ୍ଧିତ ଖବର