ପାର୍ସଲ ବୋମା ମାମଲା: ପୁଞ୍ଜିଲାଲଙ୍କ ଜାମିନ ଆବେଦନ ସଂରକ୍ଷିତ

ବଲାଙ୍ଗୀର : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଗିରଫ ଅଭିଯୁକ୍ତ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନ ଉପରେ ଆଜି ବଲାଙ୍ଗୀର କୋର୍ଟରେ ଶୁଣାଣି ହୋଇଛି। ବିଚାରପତି ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି ଏ ସଂପର୍କରେ ରାୟ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର