ପୁରୀ : ଗତକାଲିଠାରୁ ବୁଲ୍ବୁଲ୍ର ପ୍ରଭାବ ପୁରୀ ଜିଲ୍ଲାରେ ଅନୁଭୂତ ହୋଇଥିଲା। ଲଗାଣ ବର୍ଷା ଏହାର ଆଗମନର ବାର୍ତ୍ତା ଦେଇଥିଲା। ଗତକାଲି ରାତିରୁ ବି ପବନର ବେଗ ବଢ଼ିଥିଲା। ଆଜି ସକାଳୁ ପାଗ ସ୍ବାଭାବିକ ହୋଇଥିଲେ ବି ଗତକାଲିର ପବନ ମାଡ଼ରେ ଶ୍ରୀମନ୍ଦିରର ପତିତପାବନ ବାନା ସମ୍ମୁଖ ଭାଗରୁ ଚିରି ଯାଇଥିବା ଦେଖିବାକୁ ମିଳିଥିଲା। ଆଜି ଅପରାହ୍ଣରେ ଏହାକୁ ବଦଳାଇ ନୂଆ ବାନା ଲଗାଯାଇଛି।
ପୁରୀ : ବାତ୍ୟା ପବନରେ ଚିରିଗଲା ପତିତପାବନ ବାନା
/sambad/media/post_attachments/wp-content/uploads/2019/11/puri-patitapaban-_thumb.jpg)