ଭୁବନେଶ୍ବର: ଇଂଜିନିୟର୍ଙ୍କୁ କାନ ଧରି ଉଠବସ୍ କରାଇବା ଘଟଣାରେ ଗିରଫ ହୋଇଥିବା ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜାମିନ୍ ଆବଦେନର ଶୁଣାଣି ଆସନ୍ତାକାଲି(ଶନିବାର) ହେବ। ଆଜି ଏହି ମାମଲାର ଶୁଣାଣି ହେବାର ଥିଲା। ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ଅଭିଯୁକ୍ତ ବିଧାୟକ ଶ୍ରୀ ମେହେର ଓ ଅଭିଯୋଗକାରୀ ଇଂଜିନିୟରଙ୍କ ପତ୍ନୀ କୋର୍ଟରେ ନିଜ ପକ୍ଷ ରଖିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାନ୍ୟବର କୋର୍ଟ ଜାମିନ୍ ଆବେଦନର ଶୁଣାଣି ଆସନ୍ତାକାଲି ହେବ ବୋଲି କହିଛନ୍ତି।
ପାଟଣାଗଡ଼ ବିଧାୟକଙ୍କ ଜାମିନ ଆବେଦନ ଶୁଣାଣି ଆଜି
/sambad/media/post_attachments/wp-content/uploads/2019/03/Judgement-LAWNN.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)