ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ର ମନ୍ତ୍ରୀ, ରାଜ୍ୟର ମନ୍ତ୍ରୀ ଓ ବିଧାୟକ ମାନଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଓ ବରିଷ୍ଠ ରାଜନେତା ଦୁଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କଟକ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ପୁରୀ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟୀ ଦଳାଇ, ପୂର୍ବତନ ବିଧାୟକ ଉମେଶ ଚନ୍ଦ୍ର ସ୍ବାଇଁ, ଜ୍ୟୋତିଷ ଚନ୍ଦ୍ର ଦାସ, ନାଉଗାଁ ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ପୂର୍ବତନ ବନ୍ଦର ଟ୍ରଷ୍ଟି ପ୍ରତାପ ମିଶ୍ର, ପ୍ରକାଶ ବସ୍ତିଆ, ପ୍ରଦୀପ୍ତ ସ୍ବାଇଁ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ଦେବେନ୍ଦ୍ର ମଲ୍ଲିକ, ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟା ଲିପାଲି ରାଉଳ, ଡେଜାଲିନ୍ ମହାପାତ୍ର, ବିଜେପି ଜିଲ୍ଲା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ବେଣୁଧର ସ୍ବାଇଁ, ନିରଂଜନ ବେହୁରା, ବିଜେପି ନାଉଗାଁ ବ୍ଲକ୍ ସଭାପତି ଶ୍ରୀକାନ୍ତ ସ୍ବାଇଁ, ଜିଲ୍ଳାପାଳ ଗୁହାପୁନମ ତାପସ କୁମାର, ଏସପି ପ୍ରକାଶ ଆର୍, ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ଉପ ଜିଲ୍ଳାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ନାଉଗାଁର ପାରିଶିଖରରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେହିଭଳି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ପୂର୍ବତନ ବିଧାୟକ ରବି ମଲ୍ଲିକ, କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ, ଏସ୍‌ଡିପିଓ ଜିତେନ୍ଦ୍ର ଦଳାଇ, ଗ୍ରାମାଞ୍ଚଳ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ, ନିଆଳି ବ୍ଲକ୍‌ ଅଧ୍ୟକ୍ଷା କଳ୍ପନା ପାଣି, ବାରଙ୍ଗ ବ୍ଲକ୍‌ ଅଧ୍ୟକ୍ଷ ସରୋଜ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଦେବାଶିଷ ଷଡ଼ଙ୍ଗୀ, ସମାଜସେବୀ ଆର୍ତ୍ତତ୍ରାଣ ମଲ୍ଲିକ, ଜିଲ୍ଲା ପରିଷଦ ସଭ୍ୟ ପୁଲକ ମହାନ୍ତି, ଆତ୍ମା ଅଧ୍ୟକ୍ଷ ଆଦିତ୍ୟ ପାଣି, ଜିଲ୍ଲା ପରିଷଦ ସଭ୍ୟ ମାମିନା ଜେନା, ଜିଲ୍ଲା ପରିଷଦ ସଭ୍ୟ ଅତୁଲ୍ୟ ଜେନା, ଜଗତସିଂହପୁର ଯୁବ କଂଗ୍ରେସ ସଭାପତି ଶଶୀକାନ୍ତ ଲେଙ୍କା, ନିଆଳି ମହୋତ୍ସବ କମିଟି ଆବାହକ ଡକ୍ଟର ଅଧିରାଜ କୁମାର ପରିଡ଼ା, ରାଜ୍ୟ ବିଜେପି ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବ୍ଲକ୍‌ ମହିଳା ବିଜେଡି ସଭାନେତ୍ରୀ କବିତା ମହାପାତ୍ର, ତହସିଲଦାର ରଂଜନ ‌କୁମାର ଜେନା, ବିଡିଓ ସୈୟଦ ଆରିଫ ହୁସୈନ, ବ୍ଲକ୍‌ ଯୁବ କଂଗ୍ରେସ ସଭାପତି ସୌଭାଗ୍ୟ ରଂଜନ ବସ୍ତିଆ, ସମବାୟବିତ୍‌ ପ୍ରଭାତ ଜେନା, ବ୍ଲକ୍‌ କଂଗ୍ରେସର ପୂର୍ବତନ ସଭାପତି କେଦାରନାଥ ସାହୁ, ବିଜେପି ନେତା ଛବି ମଲ୍ଲିକ, ସୁଶାନ୍ତ ମଲ୍ଲିକ, ବେଣୁଧର ବେହେରା ପ୍ରମୁଖ ସହିଦ୍‌ ମନୋଜଙ୍କ ଶେଷ ଶୋଭାଯାତ୍ରାରେ ସାମିଲ ହୋଇ ନିଆଳିର ରତନପୁର ଗଜାବର ଗ୍ରାମରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର