ହୋମ୍‌ ଆଇସୋଲେସନ୍‌ରେ ପିସିସି ସଭାପତି

ଭୁବନେଶ୍ବର : ପିପିଲି ଉପନିର୍ବାଚନରେ କଂଗ୍ରେସର ପ୍ରାର୍ଥୀ ଅଜିତ ମଙ୍ଗରାଜ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଡାକ୍ତରଖାନା ଯାଇ ଶ୍ରୀ ମଙ୍ଗରାଜଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀ ମଙ୍ଗରାଜଙ୍କୁ ଭେଟିବା ପରେ ପିସିସି ସଭାପତିଙ୍କ ସମେତ ତାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ, ଡ୍ରାଇଭର ଓ ଅନ୍ୟ ସହକର୍ମୀମାନେ ନିଜ ବାସ ଗୃହରେ ଏବେ ଏକାନ୍ତବାସରେ ରହିଛନ୍ତି।

ସମ୍ବନ୍ଧିତ ଖବର