କଟକ: ଫକୀର ମୋହନ ସ୍ୱୟଂଶାସିତ କଲେଜର ଜଣେ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ଓଡ଼ିଶା ବନ୍ଦ ପାଳନ କରାଯାଉଛି। ଏଥିରେ କଂଗ୍ରେସ ନେତୃତ୍ବରେ ୭ଟି ଦଳ ସାମିଲ ହୋଇଛନ୍ତି।
କଂଗ୍ରେସ ବିଧାୟିକା ସୋଫିଆ ଫିରଦୌସ କହିଛନ୍ତି, ଆଜି ଓଡ଼ିଶାର ଲୋକମାନେ ଅନୁଭବ କରୁଛନ୍ତି ଯେ, ବିଜେପି ସରକାରଙ୍କୁ ନିର୍ବାଚିତ କରି ସେମାନେ ଏକ ବଡ଼ ଭୁଲ୍ କରିଛନ୍ତି।
#WATCH | Cuttack | Odisha Bandh | Congress MLA Sofia Firdous says, "...Today the people of Odisha are realising that they committed a huge mistake by electing the BJP government as they have no responsibility. Today, everyone is united in observing the Odisha Bandh to put… pic.twitter.com/zj76T56LYF
— ANI (@ANI) July 17, 2025
କାରଣ ସରକାରଙ୍କର କୌଣସି ଦାୟିତ୍ୱ ନାହିଁ। ଆଜି, ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ସମସ୍ତେ ଏକତ୍ରିତ ହୋଇ ଓଡ଼ିଶା ବନ୍ଦ ପାଳନ କରୁଛନ୍ତି। ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ଉଚିତ୍ ବୋଲି ସେ ଦାବି କରିଛନ୍ତି।