ଭୁବନେଶ୍ବର: ଛୁଟିଦିନରେ ବି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିବାକୁ ରାଜ୍ୟ ଅତିଥି ଭବନରେ ଅସମ୍ଭାଳ ଭିଡ଼ ପରିଲକ୍ଷିତ ହୋଇଛି। ହାତରେ ଫୁଲତୋଡ଼ା ଧରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଅପେକ୍ଷାରତ ସାଧାରଣ ଜନତା। ସେପଟେ ଆଜି ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହେବା ପରେ ରାଜ୍ୟ ଅତିଥି ଭବନରେ ମନ୍ତ୍ରୀ ମଣ୍ଡଳ ବୈଠକ ବସିପାରେ। ସବୁ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରିପାରନ୍ତି ମୁଖ୍ୟମନ୍ତ୍ରୀ।
ଛୁଟିଦିନରେ ବି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ରାଜ୍ୟ ଅତିଥି ଭବନରେ ଅସମ୍ଭାଳ ଭିଡ଼
/sambad/media/post_attachments/wp-content/uploads/2024/06/1Mohan-Majhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)