ପେଟ୍ରୋଲ୍‌ ୧୩, ଡିଜେଲ୍‌ ୧୨ ପଇସା ବଢ଼ିଲା

ଭୁବନେଶ୍ୱର : ଗୁରୁବାର ପାଇଁ ପେଟ୍ରୋଲ୍‌ ମୂଲ୍ୟ ୧୩ ପଇସା ବଢ଼ିଥିବା ବେଳେ ଡିଜେଲ୍‌ ୧୨ ପଇସା ମହଙ୍ଗା ହୋଇଛି। ପେଟ୍ରୋଲ୍‌ ଦର ୭୯ ଟଙ୍କା ୮୫ ପଇସା ଓ ଡିଜେଲ ଦର ୭୮ ଟଙ୍କା ୪୨ ପଇସା ହୋଇଯାଇଛି। ବୁଧବାର ପାଇଁ ପେଟ୍ରୋଲ୍‌ ଦର ୨୯ ଟଙ୍କା ୭୨ ପଇସା ଓ ଡିଜେଲ ଦର ୭୮ ଟଙ୍କା ୩୦ ପଇସା ଥିଲା।

ସମ୍ବନ୍ଧିତ ଖବର