ଭୁବନେଶ୍ବର: ଏକକ ପିଜି ନାମଲେଖାର ତାରିଖରେ କେତେକ ପରିବର୍ତ୍ତନ ଘଟିଛି। ନଭେମ୍ବର ୧୦ରେ ପ୍ରକାଶ ପାଇବାକୁ ଥିବା ଏକକ ପିଜି ନାମଲେଖା ମେରିଟ ଲିଷ୍ଟ ୧୬ରେ ପ୍ରକାଶ ପାଇବ। ଏହାଛଡ଼ା ଡିସେମ୍ବର ୧୦ ସୁଦ୍ଧା ପିଜି ନାମଲେଖା ଶେଷ ହେବ ବୋଲି ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏକକ ପିଜି ନାମଲେଖା ମେରିଟ ଲିଷ୍ଟ ନଭେମ୍ବର ୧୬ରେ ପ୍ରକାଶ ପାଇବ
/sambad/media/post_attachments/wp-content/uploads/2020/08/higher-education-department.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)