ଫୁଲବାଣୀ: ରବିବାର ପୂର୍ବାହ୍ନ ୧୧ଟାବେଳେ ଖଜୁରିଆପଡ଼ା ଥାନା ଅନ୍ତର୍ଗତ ତିତ୍ରାପଙ୍ଗା ପାଖର ଏକ ନାଳରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ନାମ ବ୍ରଜବନ୍ଧୁ କଅଁର। ତାଙ୍କ ଘର କୁଡ଼ପଦା। ଖଜୁିଆପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଘଟନାସ୍ଥଳରୁ ପୁଲିସ ଏକ ମୋଟର୍ସାଇକେଲ୍ ଉଦ୍ଧାର କରାଯାଇଛି। ତାଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି।
ଫୁଲବାଣୀ: ନାଳରୁ ଯୁବକଙ୍କ ଶବ ଉଦ୍ଧାର
/sambad/media/post_attachments/wp-content/uploads/2017/11/BlueStacks_ScreenShot.jpg123.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)