ପିଆଇବି ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାନାନ୍ତରିତ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ପତ୍ର ସୂଚନା (ପିଆଇବି) ଏବଂ ଅତିରିକ୍ତ ପ୍ରେସ୍‌ ରେଜିଷ୍ଟ୍ରାରଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଚନ୍ଦ୍ରଶେଖରପୁରସ୍ଥିତ ରେଳସଦନର ପଛପଟରେ ଅବସ୍ଥିତ ନ୍ୟାସ୍‌ନାଲ୍‌ ଏକାଡେମି ଅଫ୍‌ ବ୍ରୋଡ୍‌କାଷ୍ଟିଙ୍ଗ୍‌ ଆଣ୍ଡ ମଲ୍‌ଟିମିଡ଼ିଆର ତୃତୀୟ ମହଲାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର